ବିଜ୍କିଟେଇବା
ଦେଖଣା
ବିଜ୍କିଟେଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବିଜ୍କିଟେଇବା
|
ଦେଶଜ - କ୍ରି. (ସଂସ୍କୃତ - ବିକଟୀକରଣ)
[ସମ୍ପାଦନା]- ୧. (ମୁହଁକୁ) ବିକଟ କରିବା — ୧. To contort (one's face); to distrot; to make wry (face).
- ୨. (ମୁଖକୁ) ବିରକ୍ତିସୂଟକ ଭଙ୍ଗୀଯୁକ୍ତ କରିବା —୨. To show signs of annoyance (in the face).