Jump to content

ବିଜ୍ଞାତ

ଉଇକିଅଭିଧାନ‌ରୁ

ବିଜ୍ଞାତ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଣ—(ବି+ଜ୍ଞା ଧାତୁ+କର୍ମ. ତ)

[ସମ୍ପାଦନା]
୧. ପରିଜ୍ଞାତ; ବିଦିତ —୧. Well known.
୨. ସୁପ୍ରସିଦ୍ଧ —୨. Celebrated; famous.