ବିଜ୍ଞାପକ
(ବିଜ୍ଞାପୀ—ଅନ୍ୟରୂପ)
(ବିଜ୍ଞାପିକା, ବିଜ୍ଞାପିନୀ—ସ୍ତ୍ରୀ)
ଯ ଜଣାଏ —Notifying; informing.
ବିଜ୍ଞାପନକାରୀ ବ୍ୟକ୍ତି — Notifier; informant.