ବିଜ୍ଞାପନ
ଦେଖଣା
ବିଜ୍ଞାପନ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ବି+ଜ୍ଞା ଧାତୁ ଣିଚ୍ ଜ୍ଞାପି ଧାତୁ+ଭାବ. ଅନ)
[ସମ୍ପାଦନା]- ୧. ଜଣାଣ —୧. Prayer.
- ୨. ଜଣାଇବା —୨. Informing; announcement.
- ୩. ନୋଟିସ୍; ସମ୍ୱାଦ —୩. Notification; advertisement.
- ୪. ପ୍ରଚାର —୪. Publication.
- ୫. (+କରଣ. ଅନ) ବିଜ୍ଞାପନ ଲେଖାଥିବା ପତ୍ର; ଇସ୍ତିହାର — A notice; a notification.