Jump to content

ବିଜ୍ଞାପନ ପତ୍ର

ଉଇକିଅଭିଧାନ‌ରୁ

ବିଜ୍ଞାପନ ପତ୍ର

ଉଚ୍ଚାରଣ

[ସମ୍ପାଦନା]

ବିଜ୍ଞାପନ ପତ୍ରିକା, ବିଜ୍ଞାପନ ପତ୍ରୀ, ବାଜ୍ଞାପନ ଲିପିକା, ବିଜ୍ଞାପନ ଲିପୀ,ବିଜ୍ଞାପନ ଲେଖଅନ୍ୟରୂପ

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ଯେଉଁ କାଗଜରେ ବିଜ୍ଞାପନ ଲେଖାଥାଏ — ୧. Notice paper.
୨. ଯେଉଁ ଲେଖାରେ ବିଜ୍ଞାପନ ବାହାରି ଥାଏ; ଇସ୍ତିହାର — ୨. Notice; notification; proclamation.