Jump to content

ବିଜ୍ଞାପ୍ତି

ଉଇକିଅଭିଧାନ‌ରୁ

ବିଜ୍ଞାପ୍ତି

ଉଚ୍ଚାରଣ

[ସମ୍ପାଦନା]

=== ସଂସ୍କୃତ - ବିଶେଷ୍ୟ - (ବି+ଜ୍ଞା ଧାତୁ+ଣିଚ ଜ୍ଞପି ବା ଜ୍ଞାପି ଧାତୁ+ତି)

୧. ନିବେଦନ —୧. Report; announcement.
୨. ଜ୍ଞାପନ —୨. Informing.
୩. ବିଶେଷ ବିବରଣ —୩. Detailed information.