Jump to content

ବିଜ୍ଞେୟ

ଉଇକିଅଭିଧାନ‌ରୁ

ବିଜ୍ଞେୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(ବି+ଜ୍ଞା ଧାତୁ+କର୍ମ+କର୍ମ. ଯ)

[ସମ୍ପାଦନା]

ବିଶେଷଭାବରେ ଜ୍ଞାତବ୍ୟ; ଜାଣିବାର ଉପଯୁକ୍ତ —Knowable; fit to be known.