Jump to content

ବିଜ୍ୱଳ

ଉଇକିଅଭିଧାନ‌ରୁ

ବିଜ୍ୱଳ

ଉଚ୍ଚାରଣ

[ସମ୍ପାଦନା]

(ବିଜ୍ୱଳିତ—ଅନ୍ୟରୁପ)

ଦେଶଜ - ବିଶେଷଣ -

[ସମ୍ପାଦନା]

ଅତିଶୟ ଦୀପ୍ତିମନ୍ତ —Very shining; resplendent.

(ଉ.—ବିଳାସ ବଶରେ ଘନସାର ପ୍ରଚିରିତ, ବିଜ୍ୱଳ ଛାୟା ମଣ୍ଡପ କନ୍ୟାସ୍ତମ୍ଭ କୃତ ଭଞ୍ଜ. ବୈଦେହୀଶବିଳାସ.)