ବିଜୟସାଳ
ଦେଖଣା
ବିଜୟସାଳ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବିଜୟସାଳ
|
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ସାଳ ଜାତୀୟ ଜଙ୍ଗଲୀ ଗଛ — ୧. A kind of wild timber tree.
[ ଦ୍ର—ଏହା ବରଗଛ ପରି ଖୁବ ବଢ଼େ, ପତ୍ର ଓସ୍ତ ପତ୍ର ଅପେକ୍ଷା ଛୋଟ; ଫଳ ଅଅଁଳା କୋଳି ପରି ଓ ହଳଦିଆ; ଫୁଲ ପାଚକ; କାଠ କଳା ମିଶା ନାଲି ଓ ଖୁବ୍ ଦୃଢ଼ କାଠକୁ ପାଣିରେ ସିଝାଇ କାଳୀ ତିଆରି କରା ଯାଏ ବୈଦ୍ୟକ ମତରେ ଏ କାଠ କୁଷ୍ଠ, ବିସର୍ପ, ପ୍ରମେହ, ଗୁହ୍ୟଦ୍ୱାରର ରୋଗ, କୃମି, କଫ , ରକ୍ତ— ଦୋଷ ଓ ପିତ୍ତ ଦୋଷ ନାଶକ [ ହିନ୍ଦୀ - ଶ]
- ୨. ପିୟାସାଳ (ଦେଖ) - —୨. Piyāsāḻa (See)