ବିଜୟା
ଦେଖଣା
ବିଜୟା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ—(ବିଜୟ+ସ୍ତ୍ରୀ. ଆ)
[ସମ୍ପାଦନା]- ୧. ଦୁର୍ଗାଙ୍କର ନାମ — ୧. A name of Durgā
- ୨. ଦୁର୍ଗାଙ୍କର ସଖୀ— ବିଶେଷ —୨. Name of a companion of Durgā—
[ ଦ୍ର—ଏ ଗୋତମଙ୍କ କନ୍ୟା ଥିଲେ ]
- ୩. ଶ୍ରବଣା ନକ୍ଷତ୍ର ଯୁକ୍ତ ଶୁକ୍ଳା ଦ୍ୱାଦଶୀ —୩. The ୧୨th day of a bright fortnight in conjunction with the constellation of ṡrābaṇa.
- ୪. ବିଜୟାଦଶମୀ; ଆଶ୍ୱିନ ଶୁକ୍ଳ ଦଶମୀ; ଦଶହରା —୪. The ୧୦th day of the bright fortnight of the month of Āṡwina.
[ ଦ୍ର—ଏ ଦିନ ରାମଚନ୍ଦ୍ର ଲଙ୍କା ଅଭିମୁଖରେ ବିଜୟ ଯାତ୍ରା କରିଥିଲେ ]
- ୫. ଯମର ସ୍ତ୍ରୀ —୫. The wife of J̄ama.
- ୬. ହରିତକୀ; ହରିଡ଼ା —୬. Myrobalan; Terminalia Chebula.
- ୭. ବଚ —୭. A medicinal root; Acorus Calamus.
- ୮. ଶେଫାଳିକା; ଗଙ୍ଗ ଶିଉଳୀ ଫୁଲ —୮. A flower; Nyctanthus Arbortristes
- ୯. ମଞ୍ଜିଷ୍ଠା —୯. Indian madder; Rubia Munjistha.
- ୧. ସିଦ୍ଧି; ଭାଙ୍ଗ; ଗଞ୍ଜାଇ —୧୦. Indian hemp; bruised or pasted Gunja-leaves.
- ୧୧. ଅଗ୍ନିମନ୍ଥ; ଅଗବଥୁ (ହିନ୍ଦୀ - ଶ) (ଦେଖ) - —୧୧. Agabathu (See)
- ୧୨. ଦକ୍ଷଙ୍କର ଏକ କନ୍ୟା (ହିନ୍ଦୀ - ଶ) —୧୨. Name of a daughter of Daksha.
- ୧୩. ଜୟନ୍ତୀ (ହିନ୍ଦୀ - ଶ) —୧୩. Indian Mallow.
- ୧୪. ପ୍ରାଚିନ କାଳର ଏକ ପ୍ରକାର ବଡ଼ କମ୍ୱୁ (ହିନ୍ଦୀ - ଶ) — ୧୪. A kind of big tent used in ancient India.
- ୧୫. ଶ୍ରୀକୃଷ୍ଣଙ୍କ ବନମାଳା (ହିନ୍ଦୀ - ଶ) —୧୫. The garland of wild flowers put on by Ṡrīkṛushṇa.