Jump to content

ବିଜୟା ଦଶମୀ

ଉଇକିଅଭିଧାନ‌ରୁ

ବିଜୟା ଦଶମୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଆଶ୍ୱିନ ଶୁକ୍ଳ ଦଶମୀ —The ୧୦th day of the bright fortnight of Āṡwina.

[ ଦ୍ର—ଏ ଦିନ ଦୁର୍ଗାଙ୍କ ମୃଣ୍ମୟୀ ପ୍ରତିମା ଜଳରେ ବିସର୍ଜନ କରାଯାଏ ଓ ଏହାକୁ ଉତ୍କଳେରେ ଦଶହରା଼ କହନ୍ତି ରାମଚନ୍ଦ୍ର ଏ ଦିନ ଦେବୀ ପୂଜା ନନ୍ତର ଲଙ୍କାକୁ ଯୁଦ୍ଧ ଯାତ୍ରା କରିଥିଲେ କ୍ଷତ୍ରିୟଙ୍କର ଓ ରାଜାମାନଙ୍କର ଏହା ଗୋଟିଏ ପ୍ରଧାନ ଉତ୍ସବ ]