Jump to content

ବିଜୟୀ

ଉଇକିଅଭିଧାନ‌ରୁ

ବିଜୟୀ

ଉଚ୍ଚାରଣ

[ସମ୍ପାଦନା]
(ବିଜୟିନୀ—ସ୍ତ୍ରୀ)
  • (file)
  • (file)

ସଂସ୍କୃତ - ବିଶେଷଣ - ପୁଂ. (ବିଜୟ+ଇନ୍; ବିଜୟ+ଇନ୍; ବିଜୟିନ୍ ଶବ୍ଦ ୧ମା. ୧ବ)

[ସମ୍ପାଦନା]

ଜୟ ଯୁକ୍ତ; ଜୟପ୍ରାପ୍ତ; ଜେତା —Victorious; triumphant.