Jump to content

ବିଜୟ କରିବା

ଉଇକିଅଭିଧାନ‌ରୁ

ବିଜୟ କରିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ - (ରାଜା ଓ ଦେବତାଙ୍କ ପ୍ରତି ପ୍ରଯୁଜ୍ୟ)

[ସମ୍ପାଦନା]
୧. କୌଣସି ସ୍ଥାନରେ ଉପବେଶନ କରିବା; To sit at a place.
୨. କୌଣସି ସ୍ଥାନରୁ ଯିବା — ୨. To go away from a place.
୩. କୌଣସି ସ୍ଥାନକୁ ଆସିବା —୩. To come to or arrive at place.
୪. ଜିତିବା, ଜିଣିବା — ୪. To conqure; to win.