Jump to content

ବିଞ୍ଚଣି

ଉଇକିଅଭିଧାନ‌ରୁ

ବିଞ୍ଚଣି

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -(ସଂସ୍କୃତ - ବ୍ୟଜନ)

[ସମ୍ପାଦନା]
୧. ବ୍ୟଜନ ପଙ୍ଖା —୧. Fan.

(ଉ. ବିଞ୍ଚଣାରେ ବହୁତ ଯତ୍ନରେ ବିଞ୍ଚିଲେ କୃଷ୍ଣସିଂହ. ମହାଭିରତ.ସଭା)

୨. ବ୍ୟଜନଚାଳନ —୨. Fanning.



ବିଞ୍ଚଣି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ବିଞ୍ଚଣା (ଦେଖ) - —Bin̄chaṇā (See)

[ ଉ—ବଞ୍ଚନ୍ତି ଢାଳନ୍ତି କର, ବିଞ୍ଚଣି ପୁଚ୍ଛ ଚାମର—ଭଞ୍ଜ. କୋଟିବ୍ରହ୍ମାଣ୍ଡସୁନ୍ଦରୀ]

ଦେଶଜ - ବିଶେଷଣ -

[ସମ୍ପାଦନା]

ବିଞ୍ଚଣା ପରି ପ୍ରସାରିତ —Spread or shaped like a fan.

[ ଯଥା—ବିଞ୍ଚଣି ପଣନ୍ତ; ବିଞ୍ଚଣି ମହୁ ଫେଣା ]