Jump to content

ବିଞ୍ଚାଇବା

ଉଇକିଅଭିଧାନ‌ରୁ

ବିଞ୍ଚାଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ('ବିଞ୍ଚିବା' କ୍ରିୟାର ଣିଜନ୍ତରୂପ) ଅନ୍ୟଦ୍ୱରା ବ୍ୟଜନଚାଳନ କରାଇବା — To cause another to fan.
୨. (' ବିଞ୍ଚିବା'କ୍ରିୟାର ଣିଜନ୍ତରୂପ) ଅନ୍ୟଦ୍ୱାରା କୌଣସି ପଦାର୍ଥ ଭୂମିଆଦିରେ ବୁଣାଇବା —୨. To cause to be strewn.

[ ଉ—ସେବତୀ ପାଖୁଡ଼ା ବିଞ୍ଚାଇ ପଲଙ୍କରେ କୃଷ୍ଣସିଂହ. ମହାଭାରତ ଦ୍ରୋଣ ]