Jump to content

ବିଞ୍ଚାଣା

ଉଇକିଅଭିଧାନ‌ରୁ

ବିଞ୍ଚାଣା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବ୍ୟଜନ)

[ସମ୍ପାଦନା]
୧. ବ୍ୟଜନ; ପଙ୍ଖା; ତାଳବୃନ୍ତ — ୧. A fan.
୨. ହାତ ପଙ୍ଖା —୨. A hand fan

[ଉ—ବିଞ୍ଚଣାରେ ବିଞ୍ଚି ଌଡ଼ିଲେ ଘୃତ ନେଇ, ନ ଜଳିଲେ ଅଗ୍ନି— ଦେବତା ଦୁଃଖୀ ହୋଇ କୃଷ୍ଣସିଂହ. ମହାଭରତ ଶାନ୍ତି]