Jump to content

ବିଟଙ୍କ

ଉଇକିଅଭିଧାନ‌ରୁ

ବିଟଙ୍କ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବି=ପକ୍ଷୀ+ଟଙ୍କ୍ ଧାତୁ=ବନ୍ଧନ କରିବା+ଅଧିକରଣ. ଅ)

[ସମ୍ପାଦନା]
୧. ପାରାଭାଡ଼ି; କପୋତପାଳିକା —୧. A Pigeon hole.
୨. ଗୃହପାଳିତ ପକ୍ଷୀର ଉପବେଶନ ଯୋଗ୍ୟ T, ଏହି ଚିହ୍ନ ଆକୃତିର ଆସନ; ଆଡ଼ା —୨. A Perch for a bird to sit upon.
୩. (+କରଣ ଅ) ପକ୍ଷୀ ଧରିବା ଫାଶ (ଜ୍ଞାନେନ୍ଦ୍ର) —୩. Bird-net; snare.