ବିଟପ
ଦେଖଣା
ବିଟପ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ବିଟ=ଲମ୍ପଟ; ପକ୍ଷୀ ଆଦି+ପା ଧାତୁ=ରକ୍ଷା କରିବା; ଆଶ୍ରୟ ଦେବା+କର୍ତ୍ତୃ. ଅ, ଅଥବା ବିଟ୍ ଧାତୁ=ଶବ୍ଦ କରିବା+କର୍ତ୍ତୃ. ଅପ)
[ସମ୍ପାଦନା]- ୧. ବୃକ୍ଷଶାଖା; ଡାଳ — ୧. Branch of a tree.
- ୨. ପଲ୍ଲବ —୨. Tender leaves of trees.
- ୩. (ପୁଂ) ସିଡ୍ଗ;ଅତିଶୟ ଲମ୍ପଟ ବ୍ୟକ୍ତି — ୩. A very lecherous person; an adulterer.