Jump to content

ବିଟପୀ

ଉଇକିଅଭିଧାନ‌ରୁ

ବିଟପୀ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ବିଟପ=ଶାଖା+ଅଛି ଅର୍ଥରେ ଇନ୍; ୧ମା, ୧ବ)

[ସମ୍ପାଦନା]
୧. ବୃକ୍ଷ —୧. Tree.
୨. ବଟବୃକ୍ଷ —୨. Banian. tree.

ଦେଶଜ - ବିଶେଷ୍ୟ - ସ୍ତ୍ରୀ

[ସମ୍ପାଦନା]

କୁଳଟା ସ୍ତ୍ରୀ; ବ୍ୟଭିଚାରିଣୀ — Adulteress.