ବିଟପ ଯୁବତୀ
ବିଟପୀ; କୁଳଟା ସ୍ତ୍ରୀ —An adulteress.
(ଉ— ଦୁର୍ଗତି ପଥ ଆବୋରନ୍ତି, ଯେସନ ବିଟପ ଯୁବତୀ—ଜଗନ୍ନାଥ. ଭାଗବତ)