Jump to content

ବିଟାକାଁଡ୍

ଉଇକିଅଭିଧାନ‌ରୁ

ବିଟାକାଁଡ୍

ଉଚ୍ଚାରଣ

[ସମ୍ପାଦନା]

(ବିଟାକାଣ୍ଡ୍—ଅନ୍ୟରୂପ)

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -

[ସମ୍ପାଦନା]

ଚଉଡ଼ା ମୁହାଁ ଏକ ପ୍ରକାର ଶର — A kind of broad-edged arrow.

ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ -

[ସମ୍ପାଦନା]

ଏକ ପ୍ରକାର କାଣ୍ଡ — A kind of ball-topped arrow.

[ଦ୍ରଷ୍ଟବ୍ୟ —ଏହାର ଅଗ ଗୋଟାଳିଆ ବା ମୋଟା ଏହା ଯାହା ଦେହରେ ବାଜେ ତାକୁ ତଡ଼ି ନିଏ ]