Jump to content

ବିଟାଳ

ଉଇକିଅଭିଧାନ‌ରୁ

ବିଟାଳ

ଉଚ୍ଚାରଣ

[ସମ୍ପାଦନା]
(ବିଟାଳୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବିଟ୍ ଧାତୁ= ବଞ୍ଚନା କରିବା+ଆଳ;ଅଳ)

[ସମ୍ପାଦନା]
୧. ପ୍ରତାରକ ଧୂର୍ତ୍ତ —୧. Cheating.
୨. କାମୁକ —୨. Lascivious libertine.
୩. ଦୁଷ୍ଟ —୩. Wicked.

ଦେଶଜ - ବିଶେଷଣ -

[ସମ୍ପାଦନା]

ବିଟାଳିଆ (ଦେଖ) - — Biṭāḻiā (See)