Jump to content

ବିଟାଳିବା

ଉଇକିଅଭିଧାନ‌ରୁ

ବିଟାଳିବା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. କୌଣସି ବ୍ୟକ୍ତିକୁ ଜାତିଚ୍ୟୁତ କରିବା — ୧. To excommunicate a person.
୨. ଅପ ବିତ୍ର କରିବା —୨. To make impure.
୩. ଆପଣା ପରିବାରରୁ ବାହାର କରିଦେବା — ୩. To drive out from one's family.