ବିଟିକା
ପାନ ଖିଲ —A roll of betel filled with nut, spices etc.
(ଉ—ବାମ ବାମ ପାଦ ଲାଗି ଗମନେ, ବିଟିକା ଶେଷ ପାନର ପତନେ—ଭଞ୍ଜ, ବୈଦେହୀଶବିଳାସ)