ବିଟ୍
ଦେଖଣା
ବିଟ୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ବିର୍ଷ ଧାତୁ=ବ୍ୟାପିବା+କର୍ତ୍ତୃ. କ୍ୱିପ୍; ବିଷ୍ ଶବ୍ଦ; ୧ମା.୧ବ)
[ସମ୍ପାଦନା]- ୧. ବିଷ୍ଠା; ଗୁହ —୧. Night soil.
- ୨. ବୈଶ୍ୟ — ୨. Bāi̱ṡya.
ବୈଦେଶିକ - ବିଶେଷ୍ୟ -
[ସମ୍ପାଦନା]- ୧. (ଇଂରାଜୀ - ବୀଟ୍) ଏକ ପ୍ରକାର ବିଲାତି ନାଲି ମୂଳା —୧. The Beet root
[ ଦ୍ର—ଏହାର
ମୂଳ ମୂଳାପରି; କିନ୍ତୁ ନାଲି ଓ ମିଠା ଏଥିରୁ ଆଧୁନିକ ବିଜ୍ଞାନ ପ୍ରକ୍ରିୟାଦ୍ୱାରା ଚିନି ପ୍ରସ୍ତୁତ ହେଉଅଛି ]
- ୨. (ଇଂ,ବୀଟ୍)—ଚଉକିଦାରର ନିର୍ଦ୍ଦିଷ୍ଟ ଗସ୍ତ —୨. A watch- man's beat or round.
- ୩. ପ୍ରତ୍ୟେକ ଚଉକିଦାରର ଜଗିବାର ନିର୍ଦ୍ଦିଷ୍ଟ ସୀମା —୩. The respective jurisdiction of a watchman.