ବିଡ଼ମ୍ୱ
ଦେଖଣା
ବିଡ଼ମ୍ୱ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ବି=ବିଶେଷଣରୂପେ+ଡନ୍ୱ ଧାତୁ=କ୍ଳେଶ ଦେବା+ଭାବ. ଅ)
[ସମ୍ପାଦନା]- ୧. କ୍ଳେଶ; ଯନ୍ତ୍ରଣା — ୧. Anguish; pain.
- ୨. ପ୍ରତାରଣା; ବଞ୍ଚନା —୨. Cheating; deception.
- ୩. କ୍ଳେଶ ଦେବା —୩. Afflicting; distressing.
- ୪. ଅନୁକରଣ —୪. Imitation (Apte)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ବିଳମ୍ୱ — Delay.
ଉ—ବିଡ଼ମ୍ୱ ନୋହିଲା ଅତିଶୟରେ, ବାଳ ରବିଦ୍ୟୋତି ଜବା କି ଧରେ ଭଞ୍ଜ. ବୈଦେହୀଶବିଳାସ ]
ଦେଶଜ - ବିଶେଷଣ -
[ସମ୍ପାଦନା]ବିଲମ୍ୱିତ; ଯାହା ତଳକୁ ଲମ୍ୱିଅଛି —Hanging; pendant.
[ଉ—ବିଡମ୍ୱ ନୂତନ ମଞ୍ଜିରୀ ତଳିତକି ଗଗନେ ଭଞ୍ଜ. ବୈଦେହୀଶବିଳାସ ]
ଦେଶଜ - (ପ୍ରାଚୀନପଦ୍ୟ)ଅ
[ସମ୍ପାଦନା](ସଂସ୍କୃତ - ବିଡ଼ମ୍ୱ=ଅନୁକରଣ) ପରି; ସଦୃଶ —Like.
[ଉ—ବିଡ଼ମ୍ୱ ଓଷ୍ଠନେକ୍ରାନ୍ତ, ବନଜଚରଣ ହସ୍ତ, ବିଦ୍ରୁମ ମାଣିକ୍ୟ ଅମୁଲ୍ୟ ଛବିରେ ଚିତ୍ତ ହୁଏ ଅନୁରକ୍ତ ଭଞ୍ଜ. ବୈଦେହୀଶବିଳାସ ]