ବିଡ଼ମ୍ୱନା
ଦେଖଣା
ବିଡ଼ମ୍ୱନା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବିଡ଼ମ୍ୱନା
|
ସଂସ୍କୃତ - ବିଶେଷଣ - [ ବି+ଡନ୍ୱ ଧାତୁ+ଭାବ. ଅନ; +(ସ୍ତ୍ରୀ. ଆ)]
[ସମ୍ପାଦନା]- ୧. ଦୁଃଖ; ଯନ୍ତ୍ରଣା; କ୍ଳେଶ — ୧. Trouble; pain; distress.
- ୨. ବଞ୍ଚନା; ପ୍ରତାରଣା —୨. Deceit; cheating.
- ୩. କ୍ଳେଶପ୍ରଦାନ —୩. Distressing; paining.
- ୪. ଅନୁକରଣ —୪. Copying; imitation.
- ୫. ସଦୃଶୀକରଣ —୫. Equalising.
- ୬. ଦୁରୀକରଣ —୬. Driving away; expulsion.
- ୭. ମିଥ୍ୟାଆଶା ଦେଖାଇବା —୭. Tantalisation.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ବିଡ଼ମ୍ୱଣ କଥା; ଅପ୍ରାକୃତିକ ବିଷୟ —Uncommon thing.
[ଉ—ତାହା ଶୁଣି କହିଲେ ଉଠି ବିଭୀଷଣ, କହୁଛ କିପାଇଁ ମନ୍ତ୍ରୀ ଏ ବିଡ଼ମ୍ୱନ କୃଷ୍ଣସିଂହ, ମହାଭାରତ ବନ]
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ଅସାଧାରଣ —୧. Extraordinary; uncommon.
ଉ—ମସ୍ତକରେ ମଣ୍ଡନ୍ତେ ଫୁଲମାଳମାନ, ଶୋଭା ଦିଶି ଦିଶିଲା ସେ କଥା ବିଡ଼ମ୍ୱନ କୃଷ୍ଣସିଂହ, ମହାଭାରତ ସଭା]
- ୨. ଅସୁନ୍ଦର —୨. Ungraceful.
- ୩. ଅଡୁଆ; ଅଖ—
ଞ୍ଜିଆ —୩. Awkward.
- ୪. ଯନ୍ତ୍ରଣା ପ୍ରାପ୍ତ; କ୍ଳେଶିତ — ୪. Troubled; distressed.
[ଉ—ନିପୁତ୍ରୀ ହୋଇଣ ବିଡ଼ମ୍ୱନା ସେହୁ ନର ପ୍ରାଚୀ. ଶ୍ରୀଗୁରୁଭକ୍ତି ଗୀତା ]