ବିଡ଼ା
ଦେଖଣା
ବିଡ଼ା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବିଡ଼ା
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ବୀଟି; ବାଟିକା=ବସ୍ତ୍ର ଗ୍ରନ୍ଥି)
[ସମ୍ପାଦନା]- ୧. ଗୋଛା —୧. A bundle; a roll.
- ୨. ଧାନ ଆଦି ଶସ୍ୟ ଗଛର ଗୁଚ୍ଛ; ହଳା; କଳେଇ — ୨. Sheaf of corn.
- ୩. (ବିଡ୍ ଧାତୁ=ଭେଦ କରିବା) ବିଡ଼ିବା; ପରୀକ୍ଷା କରିବା —୩. Testing; examining; gauging.
ପ୍ରାଦେଶିକ - (ସମ୍ୱଲପୁର ଓ ବସ୍ତର) ବିଶେଷ୍ୟ - ତୁଳ ହିନ୍ଦୀ - ବୀଡ଼ା)
[ସମ୍ପାଦନା]ପାନ ଖିଲ —A roll made up of spices and nut put inside a betel-leaf.
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ଗୁଚ୍ଛୀକୃତ —୧. Tied into a roll or bundle.
- ୨. ଆଲୁଳାୟିତ; ଜଟିଳୀକୃତ —୨. Tangled; matted.
- ୩. ପରୀକ୍ଷିତ —୩. Tested; gauged.