Jump to content

ବିଡ଼ାନାସି

ଉଇକିଅଭିଧାନ‌ରୁ

ବିଡ଼ାନାସି

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ନାମ)

[ସମ୍ପାଦନା]

କଟକର ପଶ୍ଚିମରେ ଏକ ମାଇଲ ଦୂରରେ ଅବସ୍ଥିତ ପ୍ରାଚୀନ ଗ୍ରାମବିଶେଷ — A old village situated one mile to the west to the town of Cuttack proper.

(ଉ—ବିଡ଼ାନାସି ଗଡ଼େ ସୁବର୍ଣ୍ଣ କେଶରୀ ରୁଦ୍ଧ, ରୁଦ୍ଧ ଯଥା ପିଞ୍ଜରେ କେଶରୀ—ରାଧାନାଥ. ନନ୍ଦିକେଶ୍ୱରୀ)

[ ଦ୍ର—କେଶରୀ ବଂଶର ରାଜା ନୃପକେଶରୀ ବାରାଣସୀ କଟକ ବା ବର୍ତ୍ତମାନ ବିଡ଼ାନାସି ନାମକ ନଗର ବସାଇ ସେଠାରେ ଦୁର୍ଗ ନିର୍ମାଣ କରିଥିଲେ ବର୍ତ୍ତମାନ ଏ କ୍ଷୁଦ୍ର ଗ୍ରାମ କାଠଯୋଡ଼ି ନଦୀର ଗର୍ଭ ଓ ବନ୍ଧ ମଧ୍ୟରେ ଅବସ୍ଥିତ]