Jump to content

ବିଡ଼ାଳ

ଉଇକିଅଭିଧାନ‌ରୁ

ବିଡ଼ାଳ

ଉଚ୍ଚାରଣ

[ସମ୍ପାଦନା]

ବିଡ଼ାରକ, ବାରାଳ, ବିଲାଳଅନ୍ୟରୂପ

(ବୢଡ଼ାଳୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ବିଡ଼ ଧାତୁ=ଶବ୍ଦ କରିବା; ଭେଦ କରିବା+କର୍ତ୍ତୃ. ଆଳ)

[ସମ୍ପାଦନା]
୧. ମାର୍ଜ୍ଜାର; ବିରାଡ଼ —୧. Cat.
୨. ନେତ୍ର ପିଣ୍ଡ; ଆଖି ପିତୁଳା —୨. The pupil of the eye; eye ball.