Jump to content

ବିଡ଼ାଳ ତପସ୍ୱୀ

ଉଇକିଅଭିଧାନ‌ରୁ

ବିଡ଼ାଳ ତପସ୍ୱୀ

ଉଚ୍ଚାରଣ

[ସମ୍ପାଦନା]

(ବିଡ଼ାଳ ବ୍ରତୀ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ବିରାଡ଼ି ବଇଷମ —A hypocrite; a person who shows himself to the world as a pious man.

[ ଦ୍ର—ହିତୋପଦେଶରେ ବିଡ଼ାଳତପସ୍ୱୀ ସମ୍ୱନ୍ଧେ ନିମ୍ନ ଲିଖିତ ଗଳ୍ପ ଅଛି—ଗୋଟିଏ ବିରାଡ଼ି ଏକ ଗ୍ରାମରେ ଆହାର ନ ପାଇ ବୃକ୍ଷ କୋଟରସ୍ଥ ପିକ୍ଷିଶାବକମାଂସାର୍ଥୀ ହୋଇ ସେଠାରେ ପହଞ୍ଚି ପକ୍ଷୀମାନଙ୍କୁ କହିଲା;—ମୁଁ ନିରାମିଷାଶୀ ତପସ୍ୱୀ, ମୁଁ ଧର୍ମୋପଦେଶ ଶୁଣିବାକୁ ଆସିଅଛି ବିରା଼ଡ଼ିର କପଟ— ତପସ୍ୱୀ ତା ପକ୍ଷୀମାନେ ବୁଝି ନ ପାରି ତାଠାରେ ବିଶ୍ୱାସ କରି ବିରାଡ଼ିକୁ ସେଠାରେ ରହିବାକୁ ଅନୁମତି ଦେଲେ ଓ ବିରାଡ଼ି ସୁବିଧା ଓ ସୁଯୋଗ ଦେଖି ପକ୍ଷିଶାବକମାନଙ୍କୁ ଖାଇଲା କ୍ରମଶଃ ଶାବକମାନଙ୍କର ସଂଖ୍ୟା କମିବାର ଦେଖି କେତେ ଦିନ ପରେ ପକ୍ଷୀମାନଙ୍କର ବିରାଡ଼ ଉପରେ ସନ୍ଦେହ ହେବାରୁ ବିରାଡ଼ି ସେଠାରୁ ପଳାଇ ଆସିଲା ]