ବିଡ଼ି
ଦେଖଣା
ବିଡ଼ି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ବୀଟିକା)
[ସମ୍ପାଦନା]- ୧. ଛୋଟ ବିଡ଼ା —୧. A small sheaf.
(ଉ—ଦକ୍ଷିଣ କରେ କୁଶବିଡ଼ି, ମନ୍ଥନ କଲେ ବେଦ ପଢ଼ି—ଜଗନ୍ନାଥ. ଭାଗବତ)
- ୨. ସାନ କଳଶି; ଘଡ଼ି —୨. A small earthen water jug.
- ୩. (ସଂସ୍କୃତ - ବିଡ଼ିକ) ବିଡ଼ିଆ; ପାନ ଖିଲ —୩. Betal leaf made up into a packet or concial roll containing slices of nut, spices etc.
(ଉ.—ବିଡ଼ିଆ ବିଡ଼ି ବଢ଼ାଇଲି ସଜାଡ଼ି କବିସୂର୍ଯ୍ୟ. ରତ୍ନାକର ଚମ୍ପୁ)
- ୪. ଛୋଟ ପିକା ବା ଦୋକତାର ଚୂର୍ଣ୍ଣକୁ ବା କ୍ଷୁଦ୍ର କ୍ଷୁଦ୍ର ଖଣ୍ଡକୁ ଖାଠ ପତ୍ରରେ ଗୁଡ଼ାଇ କରା ଯାଇଥିବା ଛୋଟ ଛୋଟ ପିକା —Cigarette; biree.