Jump to content

ବିଡ଼ିଆ

ଉଇକିଅଭିଧାନ‌ରୁ

ବିଡ଼ିଆ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବି—(ସଂସ୍କୃତ - ବୀଟିକା; ବିଡ଼ିକ)

[ସମ୍ପାଦନା]

ପାନଖିଲ —Batel leaf made into a roll containing spices, nuts etc.

[ଉ—ଖିଲ ଖିଲ କରି ଖୁଆଇବି ଶିରୀ ମୁଖେ କର୍ପୂର ବିଡ଼ିଆ କବିସୂର୍ଯ୍ୟ. ରତ୍ନାକର ଚମ୍ପୂ]



ବିଡ଼ିଆ

ଉଚ୍ଚାରଣ

[ସମ୍ପାଦନା]

(ବିଡ଼ିଆ ଯୋଗଣ—ଅନ୍ୟରୂପ)

ଦେଶଜ - ବିଶେଷ୍ୟ - (ରାଜା ଓ ଦେବତାମାନଙ୍କ ପ୍ରତି ପ୍ରଯୋଜ୍ୟ)

[ସମ୍ପାଦନା]
୧. (ରାଜାଙ୍କର) ଭୋଜନ ପରେ ମୁଖବାସାର୍ଥ ପାନଖିଲ ଚୋବାଇବା —୧. Chewing of betal after meal.

(ଉ—ପାଞ୍ଚ ଗ୍ରାସ ମଣୋଇ ସାରି ବିଡ଼ିଆ ଲାଗି ବିଶ୍ୱାନାଥ. ବିଚିତ୍ର ରାମାୟଣ)

୨. ଦେବତାଙ୍କୁ ଭୋଗ ଦିଆ ଯିବା ପରେ ପାନଖିଲ ଅର୍ପଣ କରାଯିବା ବିଧି —୨. The rite of offering rolled betal to a Deity after the offering of food.

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ପାନଖିଲ ଚୋବାଉ ଥିବା (ରାଜା) —୧. (a Rajā) Chewing betel.
୨. ଯେଉଁ ଦେବତାଙ୍କୁ ପାନଖିଲ ଅର୍ପଣବିଧି କରା ଯାଇ ଥାଏ —(an idol) Having undergone the cermony of being presented with a roll of betel.