ବିଡ଼ିଆଳୀ
ରାଜା ଓ ରାଣୀଙ୍କୁ ପାନ ଖିଲ ଯୋଗାଇବା (ଦାସ ଦାସୀ) —(Servant) Whose duty it is to suppy dressed betel to a Rājā or Rāṇī.
(ଉ—କର୍ପୂର ବିଡ଼ିଆ ବିଡ଼ିଆଳୀ ଘେନି ହାଜର ହୁଏ ପଛେ କବିସୂର୍ଯ୍ୟ. ଚନ୍ଦ୍ରକଳା)