ବିଡ଼ିବା
ଦେଖଣା
ବିଡ଼ିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବିଡ଼ିବା
|
=== ଦେଶଜ - କ୍ରି—[ସଂସ୍କୃତ - ବିଡ଼୍ ଧାତୁ=ଭେଦ କରିବା(କାହାରି ମନକୁ)]
- ୧. କୌଣସି ବ୍ୟକ୍ତିର ମନକୁ ପରୀକ୍ଷା କରିବା — ୧. To gauge the mind of a person.
(ଉ—କେହି କବି ଅର୍ଯମା, ମୁଁ ଦୋଷ କଲେ କ୍ଷମା, ହେବ ନାହିଁ କି ଏହା ବିଡ଼ିଲିରେ କବିସୂର୍ଯ୍ୟ. ସଙ୍ଗୀତ.)
- ୨. ପରୀକ୍ଷା କରିବା — ୨. To test.
(ଉ—ନିଜେ ବିଡ଼ି ଆମ୍ୱେ ତାହା ଜାଣି ଅଛୁଁ ଭଲେ ସାରଳା. ମହାଭାରତ)
- ୩. ବନ୍ଦିବା; ବନ୍ଧନ କରିବା; ମନ୍ତ୍ର ଯନ୍ତ୍ର ପ୍ରୟୋଗଦ୍ୱାରା କୌଣସି ବ୍ୟକ୍ତିର ମନକୁ ବାନ୍ଧି ଦେବା ବା ଅବଶ କରିବା ୩. To enchant a person; to silence a person by means of charms.