ବିଣ୍ଡା ମାରିବା
ଦେଖଣା
ବିଣ୍ଡା ମାରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବିଣ୍ଡା ମାରିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]ବିଣ୍ଡାଦ୍ୱାରା କୌଣସି ଛିଦ୍ର ବନ୍ଦ କରିବା — To stop a hole with a plug or a ball of rags or straw.
ବିଣ୍ଡା ମାରିବା
ଦେଶଜ - କ୍ରିୟାପଦ -
[ସମ୍ପାଦନା]ମାଠିଆ ମୁହଁକୁ କିମ୍ୱା କୌଣସି ବିସ୍ତୁତ ଛିଦ୍ରର ମୁଖକୁ କନା, କୁଟା ବା କାଗଜ ବିଣ୍ଡା—ଦ୍ୱାରା ବନ୍ଦ କରିବା