Jump to content

ବିଣ୍ଡିଆ

ଉଇକିଅଭିଧାନ‌ରୁ

ବିଣ୍ଡିଆ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ତ୍ରିଶୂଳ ପରି କନାଥିବା ମସାଲର ଶୂଳରେ ମାରି, ତେଲରେ ବୁଡ଼ାଇ ଜଳାଇବା ନିମନ୍ତେ ପ୍ରସ୍ତୁତ କନାବିଣ୍ଡା; ବନ୍ଦିଆ —୧. Balls of rage prepared to be attached to the prongs of a forked torch after being moistened with oil
୨. ବୋଝିଆମାନଙ୍କର ମୁଣ୍ଡ ଉପରେ ବୋଝ ରଖିବା ନିମନ୍ତେ ସ୍ଥାପିତ କନାର ବା ପାଳର ମଳା; ମୁଚୂଳୀ; ଚିମୁଳା —୨. Rags or straw rolled into circular cashions put by porters over the head to carry loads on.
୩. ହାଣ୍ଡି, ମାଠିଆ ଆଦିକୁ ଭୂମିରେ ଅଟଳ କରି ବସାଇବା ପାଇଁ ବ୍ୟବହୃତ କନାର ବା ପାଳର ମଳା —୩. Circular cushions used for setting firmly round-buttomed pots on the ground.