Jump to content

ବିତଂସ

ଉଇକିଅଭିଧାନ‌ରୁ

ବିତଂସ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବି+ତନ୍ସ ଧାତୁ=ଭୂଷିତ କରିବା; ବନ୍ଧନ କରିବା +କରଣ ଅ)

[ସମ୍ପାଦନା]
୧. ଅଳଙ୍କାରବିଶେଷ —୧. A kind of ornament.
୨. ପଶୁପକ୍ଷୀ ଭୂଲାଇବା ପାଇଁ ଶିକାରୀଦ୍ୱାରା ବ୍ୟବହୃତ ପ୍ରାବରଣ ବା ପଖିଆ —୨. A clock used by a hunter to mished animals.
୩. ପକ୍ଷୀଙ୍କୁ ଧରିବା ଫାଶ —୩. A bird-snare; a bird-net.
୪. ପଞ୍ଜୁରୀ —୪. Cage.
୫. ପଶୁପକ୍ଷୀଙ୍କୁ ବାନ୍ଧିତା ନିମନ୍ତେ ବ୍ୟବହୃତ ପଘା ବା ଡୋର —୫. A string or rope used for tying animals.