ବିତଣ୍ଡା
ଦେଖଣା
ବିତଣ୍ଡା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ବି+ତନଡ଼ ଧାତୁ=ଆଘାତ କରିବା+ଭାତ ଅ+ସ୍ତ୍ରୀ. ଆ)
[ସମ୍ପାଦନା]- ୧. ବିତର୍କ; ଯୁକ୍ତି; ବାଦାନୁବାଦ — ୧. Refutation; debate; controversy.
- ୨. ପରର ମତ ଖଣ୍ଡନ କରିବା ପାଇଁ ବୃଥା ବାଦାନୁବାଦ — ୨. Perverse argument.
- ୩. ନିଷ୍ଫଳ ତର୍କ — ୩. Frutless discussion.
- ୪. ଅଖାଡ଼ୁଆ ଯୁକ୍ତି — ୪. Hair-splitting argument.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ବାଗ୍ଯୁଦ୍ଧ —୧. Wordy duel.
- ୨. ବୃଥା ବାକ୍ୟବ୍ୟୟ —୨. Bragging; boasting.
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ତେତଣ୍ଡା; ବେଆଡ଼ା, ଅନୁଚିତ —୧. Improper.
- ୨. ବୈତଣ୍ଡିକ; ଯେ ବୃଥା ତର୍କ କରେ —୨. Argumentative.
- ୩. ଅଖାଡ଼ୁଆ —୩. Perverse; bumptious.
- ୪. ଅବାଧ୍ୟ —୪. Insubordinate.