ବିତଣ୍ଡା କରିବା
ଦେଖଣା
ବିତଣ୍ଡା କରିବା
ଉଚ୍ଚାରଣ
[ସମ୍ପାଦନା][ବିତଣ୍ଡାଲଗା(ଗେ)ଇବା—ଅନ୍ୟରୂପ]
ଅନୁବାଦ
[ସମ୍ପାଦନା]ବିତଣ୍ଡା କରିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ବୃଥା ବାଚଯୁଦ୍ଧ କରିବା —୧. To make perverse argument
- ୨. ବୃଥାରେ କଳି ଲଗାଇବା —୨. To quarrel unnecessarily.