Jump to content

ବିତଥ

ଉଇକିଅଭିଧାନ‌ରୁ

ବିତଥ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବହୁବ୍ରୀହ;ବି=ବିଗତ+ତଥ୍ୟ=ସତ୍ୟ; 'ଯ'; ଲୋପ)

[ସମ୍ପାଦନା]
୧. ଅସତ୍ୟ; ମିଥ୍ୟା —୧. False; untrue.
୨. ଅଳୀକ; ଅମୂଳକ —୨. Groundless unsubstantial.
୩. ବୃଥା; ଅନର୍ଥକ — Fruitless.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ପ୍ରବଞ୍ଚନା; ଛଳ —Deceit; deception.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଦୁଃଖ; ବ୍ୟଥା —Trouble.

(ଉ—ଧ୍ୟାନେ ଦେଖୁଛି ତା ପୁର ଗତାଗତେ ବିରହେ ବିତଥ ପାଇ ପ୍ରାଚୀ, ରସବାରିଧି)