Jump to content

ବିତପନ

ଉଇକିଅଭିଧାନ‌ରୁ

ବିତପନ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - (ପଦ୍ୟ)ବିଶେଷଣ -

[ସମ୍ପାଦନା]

ଦୀପ୍ତ; ଶୋଭାଯୁକ୍ତ —Dazzling;

(ଉ—ନାନା ତରୁମାନଙ୍କରେ ବିଶୋଭନ, ହେମ ଚଉରାମାନ ବିତପନ ବିଶ୍ୱନାଥ, ବିଚିତ୍ରରାମାୟଣ)

ଗ୍ରାମ୍ୟ - ବିଣ—(ସଂସ୍କୃତ - ବ୍ୟୁତ୍ପନ୍ନ)

[ସମ୍ପାଦନା]

ବ୍ୟୁତ୍ପନ୍ନ; ବିଶାରଦ — ୨. Well versed in.

[ଉ—ସଙ୍ଗୀତବିଦ୍ୟା ବିତପନ, ଅପୂର୍ବ ପୁରୁଷରତନ ଭୂପତି ପ୍ରେମପଞ୍ଚାମୃତ]