Jump to content

ବିତରଣ

ଉଇକିଅଭିଧାନ‌ରୁ

ବିତରଣ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବି—(ବି+ତୃ ଧାତୁ=ଦାନ କରିବା+ଭାବ. ଅନ)

[ସମ୍ପାଦନା]
୧. ଖଏରାତି —୧. Free gift; donation.
୨. ଦାନ —୨. Gift.
୩. ବଣ୍ଟନ; ବାଣ୍ଟିବା —୩. Distribution.

ଦେଶଜ - (ପଦ୍ୟ) ବିଶେଷ୍ୟ -

[ସମ୍ପାଦନା]

ନଦୀ ଆଦି ପାର ହେବା; ଉତ୍ତରଣ —Crossing over; passing over

(ଉ—ବିତରଣେ ସାଗର କି ପାଞ୍ଚ ପଚାରିଲେ, ବିହେ ରାମ କୁଶ ଶଯ୍ୟା ପ୍ରତ୍ୟୁତ୍ତର ଦେଲା ଭଞ୍ଜ. ବୈଦେହୀଶବିଳାସ)