Jump to content

ବିତର୍କ

ଉଇକିଅଭିଧାନ‌ରୁ

ବିତର୍କ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ବି+ତର୍କ ଧାତୁ=ଯୁକ୍ତି କରିବା+ଭାବ. ଅ)

[ସମ୍ପାଦନା]
୧. ପରସ୍ପର ମଧ୍ୟରେ ଆଲୋଚନା —୧. Discussion.
୨. ବାଦାନବାଦ; ଯୁକ୍ତି —୨. Argument.
୩. ବାଗ୍ଯୁଦ୍ଧ —୩. Wordy duel.
୪. ତତ୍ୱାନୁସନ୍ଧାନ —୪. Investigation.
୫. ସଂଶୟ; ସନ୍ଦେହ — Doubt.
୬. ଅନୁମାନ —୬. Inference; guess.
୭. ଯୁକ୍ତିର ଉତ୍ତରରେ ଦିଆଯିବା ଯୁକ୍ତି — ୭. Counter-argument.

ଦେଶଜ - ବିଶେଷଣ -

[ସମ୍ପାଦନା]

ତତ୍ତ୍ୱାନୂ— ସନ୍ଧୁତ୍ସୁ —Desirous to investigate.

(ଉ— ବାଳ ସ୍ୱଭାବ ଗୁଣ ବହି, ସଙ୍ଗ ଅସଙ୍ଗ ନ ଜାଣଇ ବିତର୍କ ଜ୍ଞାନୀ ସେହି ମତେ, କ୍ରୀଡ଼ା କରଇ ଏ ଜଗତେ ଜଗନ୍ନାଥ. ଭାଗବତ)