Jump to content

ବିତଳ

ଉଇକିଅଭିଧାନ‌ରୁ

ବିତଳ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ବି+ତଳ)

[ସମ୍ପାଦନା]
୧. ସପ୍ତ ପାତାଳ ମଧ୍ୟରୁ ୨ୟ ପାତାଳ —୨. The ୨nd of the ୭ division of the neither words.

(ପାତାଳ ତଳେ ନୋଟ୍ ଦେଖ)

୨. ଗଭୀର ଭୂମଧ୍ୟ —୨. A great depth under ground.

[ଦ୍ରଷ୍ଟବ୍ୟ —ବିତଳକୁ ଆଲିଙ୍ଗନ, କରି ଜାହ୍ନବୀ ଶୋଭନ ଭଞ୍ଜ. ବୈଦେହୀଶବିଳାସ]