ବିତସ୍ତା
ସିନ୍ଧୁ ନଦୀର ଶାଖାବିଶେଷ; ପଞ୍ଜାବ ଅନ୍ତର୍ଗତ ଝେଲମ ନଦୀ —The Jhelum river in the Panjab; a tributary of the Indus.
[ଦ୍ରଷ୍ଟବ୍ୟ —ହିନ୍ଦୁ ଶାସ୍ତ୍ର ମତେ ଏହି ନଦୀରେ ଜଳ ତୀର୍ଥ ବାରି ରୂପେ ବିବେଚିତ]