Jump to content

ବିତସ୍ତି

ଉଇକିଅଭିଧାନ‌ରୁ

ବିତସ୍ତି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବି+ତସ୍ ଧାତୁ=ଉତ୍କ୍ଷେପଣ କରିବା+କର୍ମ. ତ)

[ସମ୍ପାଦନା]

ରୁଖଣ୍ଡ; ୧୨: ଆଙ୍ଗୁଳି ପରିମାଣ; ପ୍ରସାରିତ କରତଳର ବୃଦ୍ଧାଙ୍ଗୁଷ୍ଠକୁ ଅଗରୁ କନିଷ୍ଠାଙ୍ଗୁଳି ଅଗ ପର୍ଯ୍ୟନ୍ତ ଦୈର୍ଘ୍ୟ — A span measured from the tip of the thumb to that of the little finger of the fully extended plam.