ବିତା
(କାଳ) କ୍ଷେପଣ —Passing (of time).
=== ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ - [ସଂସ୍କୃତ - ବିତସ୍ତି; ତୁଳ ହି ବିତ୍ତା]
ଚାଖଣ୍ଡ —A span (linear measure).