ବିତାଇବା
ଦେଖଣା
ବିତାଇବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - କ୍ରିୟାପଦ - (ସଂସ୍କୃତ - ବ୍ୟତ୍ୟୟ; 'ବିତିବା' କ୍ରିୟାର ଣିଜନ୍ତି ରୂପ)
[ସମ୍ପାଦନା]- ୧. (ସମୟ) କ୍ଷେପଣ ବା ଯାପନ କରିବା — ୧. To pass or spend (time).
- ୨. ଅଞ୍ଜାମ କରିବା; (ରୋଗ ଆଦି) କିଛିକାଳ ଭୋଗ କରିବା —୨. To suffer from a disease for some time.
- ୩. ସମୟ ନଷ୍ଟ କରିବା —୩. To waste time.
- ୪. ନିର୍ଦ୍ଦିଷ୍ଟ କାଳକୁ କଟାଇବା —୪. To let the due time pass.
- ୫. କୌଣସି ବ୍ୟକ୍ତିଠାରେ ବୃଥା ଦୋଷାରୋପ କରିବା — ୫. To accuse a person for nothing.
(ଯଥା—ଗାଁ ମହାଜନେ କିଛି ନ ବୁଝି ନ ସୁଝି ତା ଉପରେ ଦୋଷ ବିତାଇ ଦେଲେ)
ବିତାଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରିୟାପଦ - (ସଂସ୍କୃତ - ବ୍ୟତ୍ୟୟ; 'ବିତିବା' କ୍ରିୟାର ଣିଜନ୍ତି ରୂପ)
[ସମ୍ପାଦନା]- ୧. (ସମୟ) କ୍ଷେପଣ ବା ଯାପନ କରିବା — ୧. To pass or spend (time).
- ୨. ଅଞ୍ଜାମ କରିବା;(ରୋଗ ଆଦି) କିଛିକାଳ ଭୋଗ କରିବା —୨. To suffer from a disease for some time.