Jump to content

ବିତାଡ଼ନ

ଉଇକିଅଭିଧାନ‌ରୁ

ବିତାଡ଼ନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବି+ତାଡ଼ି ଧାତୁ=ଆଘାତ କରିବା+ଭାବ. ଅନ)

[ସମ୍ପାଦନା]

କୌଣସି ବ୍ୟକ୍ତିକୁ କୈଣସି ସ୍ଥାନରୁ ତଡ଼ି ଦେବା — Driving away; expulsion.